www.samajalive.in
Saturday, December 6, 2025
23.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ

ଚତୁର୍ଥ ଥର ପାଇଁ ଆଇପିଏଲ ଟାଇଟଲ ଜିତିଲା ଚେନ୍ନଇ ସୁପର କିଙ୍ଗ୍‍ସ

- Advertisement -

ରାଜ୍ୟରେ ଚିହ୍ନଟ ହେଲେ ୩୫୮ ନୂଆ ଆକ୍ରାନ୍ତ, ୩ ମୃତ

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୦୯ ଓ ସ୍ଥାନୀୟ ସଂକ୍ରମିତ ୧୪୯

୧୮ ବର୍ଷରୁ କମ୍‍ ବୟସର ୪୭ ଜଣ ଚିହ୍ନଟ

ଅନୁଗୁଳରୁ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୮, ବଲାଙ୍ଗୀର ୪, ବଉଦ ୧ ଓ କଟକରୁ ୧୫ ଚିହ୍ନଟ

ଦେବଗଡରୁ ୧, ଗଜପତି ୭, ଗଞ୍ଜାମ ୧, ଜଗତସିଂହପୁର ୮, ଯାଜପୁର ୧୧, କେନ୍ଦ୍ରାପଡା ୧୩ ଓ କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରୁ ୧୮୬, କୋରାପୁଟ ୨, ମୟୁରଭଞ୍ଜ ୧୧, ନୟାଗଡ ୩, ପୁରୀ ୯, ରାୟଗଡା ୫ ଓ ସମ୍ବଲପୁରରୁ ୪ ଚିହ୍ନଟ

ସୋନପୁରରେ ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୫୩୫ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୧୧୯ ଜଣ କରୋନା ରୋଗୀ ରହିଛନ୍ତି

ମୃତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ

ଚାର୍ଟାର୍ଡ ବିମାନରେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବାକୁ ଅନୁମତି

ଋାହୁଳ ଦ୍ରାବିଡ ହେବେ ଟିମ୍‍ ଇଣ୍ଡିଆ କୋଚ; ଦୁଇ ବର୍ଷ ଦାୟିତ୍ୱରେ ରହିବେ

ଦେଶରେ ୨୪ ଘଣ୍ଟାରେ ଆଉ ୧୫,୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୫୩,୫୭୩କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୫୧,୯୮୦

ଦିନକରେ ଆଉ ୧୭,୮୬୧ ସୁସ୍ଥ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୩୩,୯୯,୯୬୧

୨,୦୧,୬୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୪ ଘଣ୍ଟାରେ ୮,୩୬,୧୧୮ ଟିକା ନେଇଥିବା ବେଳେ ମୋଟ ୯୭,୨୩,୭୭,୦୪୫ ଟିକା ନେଇ ସାରିଛନ୍ତି

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories