www.samajalive.in
Wednesday, December 10, 2025
23.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଜି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ; ପ୍ରଧାନମନ୍ତ୍ରୀଙ୍କର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଦିନକ ମଧ୍ୟରେ ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

- Advertisement -

ଖୋର୍ଦ୍ଧା ଜିଲାରୁ ୨ ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଥିବାବେଳେ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଜିଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ

ସୁନ୍ଦରଗଡ ଜିଲାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

କୋରେଗାଓଁ ଭୀମା ହିଂସାକାଣ୍ଡ: ଆରଏସଏସର ପୂର୍ବତନ କର୍ମୀ ସାମ୍ଭାଜୀ ଭିଡେ ଓ ପୂର୍ବତନ ଭାଜପା କର୍ପୋରେଟରଙ୍କୁ ଦାୟୀକଲେ ସାକ୍ଷୀ

କଂଗ୍ରେସ ନେତୃତ୍ୱ ସଂପ୍ରତି ଅପ୍ରାସଙ୍ଗିକ ହୋଇପଡିଛି; ପଞ୍ଜାବ, ଛତିଶଗଡ ପ୍ରସଙ୍ଗକୁ ନେଇ ଭାଜପା ନେତା ନରେନ୍ଦ୍ର ସିଂ ତୋମାରଙ୍କ ମତ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୭୮ ନୂଆ କରୋନା ଆକ୍ରାନ୍ତ

ସଂଗରୋଧରୁ ୨୮୧ ଓ ସ୍ଥାନୀୟ ସଂକ୍ରମିତ ୧୯୭ ଜଣ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ

ଅନୁଗୁଳ ଜିଲାରେ ୭, ବାଲେଶ୍ୱର ୨୫, ଭଦ୍ରକ ୪, କଟକରେ ୫୭ ଜଣ ଚିହ୍ନଟ ହୋଇଛନ୍ତି

ଢେଙ୍କାନାଳରେ ୧୨, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୨୯, ଯାଜପୁର ୧୬ ଓ ଝାରସୁଗୁଡାରେ ୭ ଜଣ ଚିହ୍ନଟ

କଳାହାଣ୍ଡି ଜିଲାରେ ୧, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୨୧୧, ମାଲକାନଗିରିରେ ଜଣେ ଚିହ୍ନଟ ହୋଇଛନ୍ତି

ମୟୁରଭଞ୍ଜ ଜିଲାରେ ୧୩, ନୟାଗଡ ୨, ପୁରୀ ୧୪, ସମ୍ବଲପୁରରେ ୧୨ ଜଣ ଚିହ୍ନଟ

ସୋନପୁର ୧, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୪୭ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ରାଜ୍ୟରେ ୬୯୧ ଜଣ ସୁସ୍ଥ ହୋଇଛନ୍ତି

ଦେଶରେ ୨୪ ଘଣ୍ଟାରେ ଆଉ ୨୪,୩୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେବଳ କେରଳରୁ ୧୩,୮୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫ ମୃତ୍ୟୁବରଣ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଛନ୍ନି ; କୃଷି ଆଇନ ଉପରେ ଆଲୋଚନା ସହିତ କର୍ତ୍ତାରପୁର କରିଡର ଖୋଲିବାକୁ ଅନୁରୋଧ କଲେ

ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୧,୦୬୧କୁ ବୃଦ୍ଧି

ଦିନକରେ ଆଉ ୨୫,୪୫୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୩୦,୬୮,୫୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ଆରୋଗ୍ୟହାର ୯୭.୮୬%

ଚିକିତ୍ସାଧୀନ ଅବସ୍ଥାରେ ୨୩୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୮,୫୭୩ରେ ପହଞ୍ଚିଛି

ମୃତ୍ୟୁହାର ୧.୩୩%

୨,୭୩,୮୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories