www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୨୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ୫୫୫ ମୃତ

ମୋଟ କରୋନା ସଂକ୍ରମିତ ୩,୧୫,୭୨,୩୪୪

- Advertisement -

ମୋଟ ମୃତ୍ୟୁ  ସଂଖ୍ୟା ୪,୨୩,୨୧୭

ଦିନକରେ ୪୨,୩୬୦ ସୁସ୍ଥ 

ରାଜ୍ୟରେ ଆଉ ୧୫୫୮ ସଂକ୍ରମିତ ଚିହ୍ନଟ

 ସଂଗରୋଧରୁ ୧୫୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୦୪

ଅନୁଗୁଳ ଜିଲାରୁ ୮୦, ବାଲେଶ୍ୱର ୯୭, ବରଗଡ ୬, ଭଦ୍ରକ ୪୨, ବଲାଙ୍ଗିର ୧୦ ଏବଂ ବଉଦ ଜିଲାରୁ ୩ ଜଣ ଚିହ୍ନଟ

କଟକ ଜିଲାରୁ ୨୪୧, ଦେବଗଡ ୯, ଢେଙ୍କାନାଳ ୨୩, ଗଜପତି ୩, ଗଞ୍ଜାମ ୭, ଜଗତସିଂହପୁର ୬୭

 ଯାଜପୁର ୭୮ ଏବଂ ଝାରସୁଗୁଡାରୁ ୭ ଜଣ ଚିହ୍ନଟ

 କଳାହାଣ୍ଡି ଜିଲାରୁ ୮, କନ୍ଧମାଳ ୧୮, କେନ୍ଦ୍ରାପଡା ୩୫, କେନ୍ଦୁଝର ୧୪, ଖୋର୍ଦ୍ଧା ୪୭୯, କୋରାପୁଟ ୨

 ମାଲକାନଗିରି ୫, ମୟୁରଭଞ୍ଜ ୪୧ ଓ ନବରଙ୍ଗପରରୁ ୧୩ ଚିହ୍ନଟ

 ନୟାଗଡ ଜିଲାରୁ ୨୫, ନୂଆପଡା ୨, ପୁରୀ ୮୨, ରାୟଗଡା ୮, ସମ୍ବଲପୁର ୧୪, ସୋନପୁର ୮, ସୁନ୍ଦରଗଡ ୨୮ ଏବଂ ଷ୍ଟେଟପୁଲରୁ ୧୦୩ ଜଣ ଚିହ୍ନଟ

ରାଜ୍ୟରେ ସଂପ୍ରତି ୧୬୭୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଓଡ଼ିଶାରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଉଡିଲା ଡ୍ରୋନ

ଅଲିମ୍ପିକ୍ସରେ ନିରାଶ କଲେ ଦୁତି ଚାନ୍ଦ; ୧୦୦ ମିଟରରେ ୭ମ ସ୍ଥାନରେ ରହିଲେ

କେରଳରେ ଦିନକରେ ୨୨ ହଜାର କରୋନା ସଂକ୍ରମିତ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories