www.samajalive.in
Wednesday, December 10, 2025
14.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର (୧୩ ମେ ୨୦୨୧)

ଦେଶ ବିଦେଶ ଖବର

ନୂଆଦିଲ୍ଲୀ:  ଏଠାରେ ପୁନଃନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ସ୍ଥଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫଟୋ ଉତ୍ତୋଳନ ମନା, ଭିଡିଓ ରେକର୍ଡିଂ ମନା’ ବୋଲି  ଲଗାଯାଇଛି ଫଳକ

- Advertisement -

ବେଜିଂ:  ‘କ୍ୱାଡ’ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ: ଚୀନ ବାଂଲାଦେଶକୁ ଦେଇଥିବା ଧମକ ଠିକ୍‍ ବୋଲି କହିଲା

ନୂଆଦିଲ୍ଲୀ:  ଆଶ୍ୱସ୍ତି ଖବର: ଅଗଷ୍ଟ ସୁଦ୍ଧା କୋଭିଡ ଟିକା ଉତ୍ପାଦନ ବୃଦ୍ଧି କରିବେ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ

ଚଣ୍ଡିଗଡ଼:  ବ୍ୟବହାରଯୋଗ୍ୟ ନୁହେଁ ପିଏମ୍‌ କେୟାର୍ସ ପାଣ୍ଠିରେ ମିଳିଥିବା ଭେଣ୍ଟିଲେଟର 
ଜେନେଭା:  କରୋନା ସତର୍କତା ଜାରିରେ ବିଳମ୍ବ କରିଥିଲା ‘ହୁ’

ତିରୁଅନନ୍ତପୁରମ୍‌:  କେରଳ ଫେରାଇଲା ଲକ୍ଷେ ରେମ୍‌ଡିସିଭିର

ନୂଆଦିଲ୍ଲୀ:  ସେପ୍ଟେମ୍ବରରେ ଆଇପିଏଲ୍‍ର ଅବଶିଷ୍ଟ ମ୍ୟାଚ୍‍ ସମ୍ଭବ?

ହାଇଦରାବାଦ୍‌ : ସିଙ୍ଗାପୁର ଓପନ ବାତିଲ

ରାଜ୍ୟ ଖବର

ରାଜ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମେ ୨୩ ପର୍ଯ୍ୟନ୍ତ ୬ ଯୋଡା ମେମୁ ରେଳ ଉଭୟ ଦିଗରୁ ବାତିଲ  ନିଆଯାଇଛି ନିଷ୍ପତ୍ତି

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୬୦୪ଟି ଟ୍ୟାଙ୍କର୍‍ ଯୋଗେ ୧୧୧୨୧.୪୧୯ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି

ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେହି ଅନୁପାତରେ କରୋନା ରୋଗୀଙ୍କ ମୃତ୍ୟୁ ଘଟି ଚାଲିଛି

ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ନିଯୁକ୍ତି ପାଇଁ ଦିଆଯାଇଥିବା ପ୍ରସ୍ତାବ ଆଧାରରେ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପାଇଁ ୭୮୬ ଡାକ୍ତରଙ୍କ ନାମ ସୁପାରିସ କରିଛି।

ରାଜ୍ୟରେ ଆଜି ସୁଦ୍ଧା ୬୫ ଲକ୍ଷ ୨୨ ହଜାର ୮୦୯ ହିତାଧିକାରୀ ଟିକା ନେଲେଣି

ଭୁବନେଶ୍ୱର: ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଗ୍ରୀଷ୍ମ ଛୁଟି ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରାଯାଇଛି

ଭୁବନେଶ୍ବର: ଅମ୍ଳଜାନ ଉତ୍ପାଦନକାରୀ ଶିଳ୍ପସଂସ୍ଥାକୁ ପ୍ରୋତ୍ସାହନ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories