www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

– ଆଜି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ  ; ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରି ଯୋଗଦେବେ ସମୀକ୍ଷା ବୈଠକରେ

– ଗୋଟିଏ ଦିନ ରାଜ୍ୟରେ ସଂକ୍ରମଣ ସ୍ତର ସାମାନ୍ୟ ହ୍ରାସପାଇ ଆଶ୍ୱସ୍ତି ଆଣିଦେଇଥିବାବେଳେ ଗତକାଲି ତାହା ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୧୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୦୯୧ କରୋନା ଆକ୍ରାନ୍ତ ଥିବା ଜଣାଯାଇଛି

- Advertisement -

କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା, ଗାଁ ଜଗିଛନ୍ତି ଅଙ୍ଗନବାଡ଼ି ଓ ଆଶା

ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃଥଇଥାନ ଓ ପୁନର୍ବାସ ନୀତି-୨୦୦୬ରେ ସଂଶୋଧନ ଅଣାଯାଇଛି। ଏଣିକି କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ଦେଖାଇବା ପାଇଁ ସରକାରଙ୍କ ପକ୍ଷରୁ ଘରଭଙ୍ଗାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ବୃଦ୍ଧି କରାଯାଇଛି ; ଏଣିକି ଘର ଭାଙ୍ଗିଲେ ମିଳିବ ୨.୭୩ ଲକ୍ଷ

କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଏକ ଛୁଆ ଜନ୍ମ ​ହୋଇଛି ତାର ହାତଗୋଡ ନାହିଁ। କୋରାପୁଟ ଜିଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଚରାମୂଳା ଗାଁରେ ଜନ୍ମ ନେଇଛି ଏପରି ଏକ ଶିଶୁ ପୁତ୍ର

ରାୟଗଡ଼ା ଜିଲାର କାଶୀପୁର ବ୍ଲକରେ ଏବେ ପୁଣିଥରେ ମହାବିପତ୍ତି ଦେଖାଦେଇଛି। ଆମ୍ବ ଟାକୁଆକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚିତ ଏହି ବ୍ଲକ ଏବେ ଜ୍ବରରେ ଥରୁଛି। ଜ୍ବରରେ ୪ଟି ଗ୍ରାମର ପ୍ରାୟ ୨୫ଜଣଙ୍କ ପ୍ରାଣହାନି ଘଟଣା ପରେ ସମଗ୍ର ବ୍ଲକରେ ଆତଙ୍କ ଖେଳିଯାଇଛି

ଦେଶରେ ସଂପ୍ରତି କୋଭିଡ ମୁକାବିଲା ପାଇଁ ଦିଆଯାଉଥିବା ଗୋଟିଏ ହେଲେ ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ। ସେଥିପାଇଁ ବୁଷ୍ଟର ଟିକାର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ନିତି ଆୟୋଗର ସଦସ୍ୟ ଭି କେ ପଲ୍‍

ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି ; ଗଠନ କଲେ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ
ଗଣମାଧ୍ୟମରେ ସୁଶୀଲଙ୍କ ଖବର ପ୍ରସାରଣ ନେଇ ଆପତ୍ତି, ଶୁଣାଣି ଆଜି

ଭାରତରେ କୋଭିଡ ମୁକାବିଲା ପାଇଁ ଅନୁମୋଦନ ଲାଭ କରିଥିବା ତୃତୀୟ ଟିକା ସ୍ପୁଟନିକ ଭି ଜୁନ୍‍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସପିଟାଲଗୁଡିକରେ ଏହି ଟିକା ମିଳିବ ବୋଲି କହିଛନ୍ତି ଆପୋଲୋ ହସପିଟାଲ୍ସର ନିର୍ବାହୀ ଉପାଧ୍ୟକ୍ଷ ଶୋବନା କାମିନେନି

ନୂଆଦିଲ୍ଲୀ: ଭାରତରେ କୋଭିଡ ମୁକାବିଲା ପାଇଁ ଅନୁମୋଦନ ଲାଭ କରିଥିବା ତୃତୀୟ ଟିକା ସ୍ପୁଟନିକ ଭି ଜୁନ୍‍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସପିଟାଲଗୁଡିକରେ ଏହି ଟିକା ମିଳିବ ବୋଲି କହିଛନ୍ତି ଆପୋଲୋ ହସପିଟାଲ୍ସର ନିର୍ବାହୀ ଉପାଧ୍ୟକ୍ଷ ଶୋବନା କାମିନେନି

ଜୁନ୍‍ ଦ୍ୱିିତୀୟ ସପ୍ତାହରୁ ମିଳିବ ସ୍ପୁଟନିକ ଟିକା

ଟ୍ବିଟରକୁ ସରକାରଙ୍କ ଚେତାବନୀ – ଆଇନରେ ହସ୍ତକ୍ଷେପ କର ନାହିଁ

ପୁନଃ ନିଯୁକ୍ତି ପାଇଁ ସେନା ଡାକ୍ତର ଅନାଗ୍ରହୀ

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories