www.samajalive.in
Tuesday, December 9, 2025
23.1 C
Bhubaneswar

ମାଲକାନଗିରିରେ ଲକ୍ଷ୍ମୀ ଏସି ବସ ଚଳାଚଳ ବନ୍ଦ

ସମାଜ ଡିଜିଟାଲ ଡେସ୍କ: ମାଲକାନଗିରି ଜିଲାରେ ବନ୍ଦ ହୋଇଛି ୬ଟି ଲକ୍ଷ୍ମୀ ଏସି ବସ ଚଳାଚଳ। ଅଗଷ୍ଟ ପହିଲାରୁ ବସ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି। ଜିଲା ସଦର ମହକୁମାରୁ ବ୍ଲକକୁ ଗଡୁଥିଲା ଏହି ବସ୍‌‌। ମାଲକାନଗିରିରୁ କାଲିମେଳା, ପଡିଆ, କୋରକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ଏବଂ ମାଥିଲି ରୁଟ ଦେଇ ଯାତାୟତ କରୁଥିଲା ଏସି ଲକ୍ଷ୍ମୀ ବସକୁ ବନ୍ଦ କରାଯାଇଛି। ତେବେ ପୂର୍ବ ସରକାର ସମୟରେ ମାଲକାନଗିରି ଜିଲାରୁ ହିଁ ପ୍ରଥମ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ ହୋଇଥିଲା। ତେବେ କେଉଁ କାରଣ ପାଇଁ ଏସି ବସ ଗୁଡିକ ବନ୍ଦ କରାଯାଇଛି ତାହା ଜଣାପଡିନାହିଁ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories