www.samajalive.in
Friday, December 5, 2025
20.1 C
Bhubaneswar

ଦେଶର ୬% ଛାତ୍ର ମଧ୍ୟରେ କଳାହାଣ୍ଡି ପୁଅ ନାରାୟଣ ଚୌଧୁରୀ

ଲଡୁଗାଁ: ଚଳିତବର୍ଷ ୟୁଜିସି ନେଟ୍ ରାଷ୍ଟ୍ରୀୟ ପରୀକ୍ଷାରେ ସଫଳତା ପାଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଦାବରିଗୁଡ଼ା ଅଞ୍ଚଳର ନାରାୟଣ ଚୌଧୁରୀ । ଚଳିତବର୍ଷ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ଵାରା ଆୟୋଜିତ ୟୁଜିସି ନେଟ୍ ପରୀକ୍ଷାରେ ଦେଶର ୬ ପ୍ରତିଶତ ଛାତ୍ର ମଧ୍ୟରେ ନାରାୟଣ ଚୌଧୁରୀ ଅନ୍ୟତମ। ବର୍ତମାନ ସେ ଜଣେ ପିଏଚଡି ସ୍କୋଲାର। ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ନାତ କୋତ୍ତର ସାରିବା ପରେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଡକ୍ସନ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ପୂର୍ବରୁ ଯୁବ ସାଂସଦ ହୋଇ ଦିଲ୍ଲୀରେ ଆଯୋଜିତ ଜାତୀୟ ଯୁବ ସଂସଦରେ ଭାଗ ନେଇଥିଲେ। ନେଟ୍ ସଫଳତା ପାଇବା ସହ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମଧ୍ୟ ଯୋଗ୍ୟ ହୋଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories