mission shakti banner
Browsing Tag

ladugaa news odia news odisha news

ସମାଜ ପ୍ରଭାବ: ରାସ୍ତା ମଝି ମୋରମ ସଫା କରାଉଛନ୍ତି ଠିକାଦାର

ଲଡୁଗାଁ: କୋକସରା ଲଡୁଗାଁ ରାସ୍ତା ବୁଲାଣିର ମୋରମ ଯୋଗୁଁ ଅନେକାଂଶ ଦୁର୍ଘଟଣା ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାର ଖବର ସମାଜ ପୋର୍ଟାଲରେ "ବୁଲାଣିରେ ମୋରମ ସାଜିଛି ଦୁର୍ଘଟଣାର କାରଣ, ଲୋକେ ହଇରାଣ "…
Read More...

ଦେଶର ୬% ଛାତ୍ର ମଧ୍ୟରେ କଳାହାଣ୍ଡି ପୁଅ ନାରାୟଣ ଚୌଧୁରୀ

ଲଡୁଗାଁ: ଚଳିତବର୍ଷ ୟୁଜିସି ନେଟ୍ ରାଷ୍ଟ୍ରୀୟ ପରୀକ୍ଷାରେ ସଫଳତା ପାଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଦାବରିଗୁଡ଼ା ଅଞ୍ଚଳର ନାରାୟଣ ଚୌଧୁରୀ । ଚଳିତବର୍ଷ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ଵାରା ଆୟୋଜିତ ୟୁଜିସି…
Read More...

ଉଚ୍ଚ ଡିଆଁରେ ଜାତୀୟ ସ୍ତରକୁ ଡେଇଁଲେ ଦୁଷ୍ମନ୍ତ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଏକଲ ଅଭିଯାନ ତରଫରୁ କୋକସରା ସଞ୍ଚ ଓ ଭବାନୀପାଟଣା ଅଞ୍ଚଳରେ ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ…
Read More...

ଲଡୁଗାଁ ପେଟ୍ରୋଲ ପମ୍ପ ସିଲ୍ ଘଟଣା ; ପୁନଃ ତଦନ୍ତ କଲେ ବିଭାଗୀୟ ଅଧିକାରୀ

ଲଡୁଗାଁ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଥିବା ପେଟ୍ରୋଲ ପମ୍ପ ମାନଙ୍କରେ ନାନାପ୍ରକାର ଅନିୟମିତତା ତଥା ଠକାମୀ ଅଭିଯୋଗରେ ପମ୍ପ ଗୁଡ଼ିକୁ ସିଲ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ସୋମବାର ବିଧାନସଭା ମଧ୍ୟ ହୁଲୁସ୍ତୁଲୁ…
Read More...

ତହସିଲଦାରଙ୍କ ପରିଦର୍ଶନ ସମୟରେ ଉପାନ୍ତ ସ୍କୁଲରେ ମାତାଲ ଶିକ୍ଷକ

ଲଡୁଗାଁ : କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି…
Read More...

ଡକାୟତି ମାମଲା, ଗାଁ ଗାଁରେ କୋକୁଆ ଭୟ 

ଲଡୁଗାଁ : କୋକସରା ଥାନା ଓଲମା ଗାଁରେ ଗତ ରବିବାର ବିଳମ୍ବିତ ରାତିରେ ହୋଇଥିବା ଡକାୟତିକୁ ନେଇ ଏବେ କୋକସରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କୋକସରା ଥାନା ଅନ୍ତର୍ଗତ ଓଲମା ଗାଁ ଶେଷ ମୁଣ୍ଡରେ ଥିବା ଚାଷୀ ଧନଞ୍ଜୟ…
Read More...

ପୁଣି ମାତିଛନ୍ତି ଡକାୟତ, ବନ୍ଧୁକ ମୁନରେ ସୁନା ଗହଣା ଲୁଟ୍

ଲଡୁଗାଁ : କୋକସରା ବ୍ଲକ ଓଲମା ଗାଁରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ରବିବାର ବିଳମ୍ବିତ ରାତିରେ ଓଲମା ଗାଁର ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିବା ସୂଚନା ମିଳିଛି। ତେବେ ୧୨ ରୁ ୧୫…
Read More...