www.samajalive.in
Saturday, December 6, 2025
16.1 C
Bhubaneswar

ବଏଲରରୁ ପଡ଼ି କର୍ମଚାରୀ ମୃତ

ବାଲେଶ୍ବର: ରେମୁଣା ଶିଳ୍ପାଞ୍ଚଳରେ ଥିବା ଇମାମୀ ପେପର ମିଲରେ ଶନିବାର ଏକ ଦୁର୍ଘଟଣା ଘଟିଯାଇଛି । ମିଲରେ ବଏଲରରୁ ପଡ଼ି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକର ନାମ ଅଜିତ ନାୟକ ଏବଂ ଘର ସିମୁଳିଆ ଅଞ୍ଚଳରେ ବୋଲି ଜଣାପଡିଛି ।

ଶନିବାର ସକାଳେ ମିଲରେ କାମ କରୁଥିବା ବେଳେ ଅସାବଧାନତା ବଶତଃ ଅଜିତ୍ ବଏଲରରୁ ତଳକୁ ଖସି ପଡିଥିଲେ । ମିଲରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories