www.samajalive.in
Sunday, December 7, 2025
26.1 C
Bhubaneswar

କୋଲକାତା ଆରଜି କର ମେଡିକାଲ କଲେଜ ପରିସର ଓ ବାହାରେ କଟକଣା ଜାରି

ଡେସ୍କ: କୋଲକାତା ଆରଜି କର ମେଡିକାଲ କଲେଜ ପରିସର ଓ ବାହାରେ ବେଆଇନ ଭାବେ ୫ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ସମାଗମକୁ ରୋକିବା ପାଇଁ କୋଲକାତା ପୁଲିସ ଆଜିଠାରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଲାଗୁ କରିଛି। ଏହି ଧାରା ଅନୁଯାୟୀ, ସେଠାରେ ଲୋକମାନଙ୍କୁ ଏକତ୍ରିତ ହେବା ଉପରେ କଟକଣା ଜାରି ହୋଇଛି।

ମେଡିକାଲ କଲେଜରେ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରିରେ ଘଟିଥିବା ଭଙ୍ଗାରୁଜା ଘଟଣାରେ ଭାରତୀୟ ଛାତ୍ର ମହାସଂଘର ଦୁଇ ନେତାଙ୍କୁ ବେହାଲା ଅଞ୍ଚଳରୁ ପୁଲିସ ଉଠାଇ ନେଇଛି। ଅନ୍ୟପକ୍ଷରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କୁ ଆଜି ପୁଣି ଥରେ ସିବିଆଇ ସିଜିଓ କମ୍ପ୍ଲେକ୍ସରେ ଡକାଇ ପଚରାଉଚରା କରିଛି। ଗତକାଲି ମଧ୍ୟ ତାଙ୍କୁ ପଚରାଉଚରା କରାଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories