ଖଇରା : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀର ଜଳ ସ୍ତର ବଢିବାରେ ଲାଗିଛି। ଇତି ମଧ୍ୟରେ ପ୍ରବଳ ବର୍ଷା ଫଳରେ ଖଇରା ବଜାରରେ ଆଣ୍ଠୁଏ ପାଣି। ଏପରି କି ଦୋକାନ ଭିତରେ ପାଣିପଶିଯାଇଥିବା ସୂଚନା ମିଳିଛି। ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
Popular Categories



