www.samajalive.in
Friday, December 5, 2025
26.1 C
Bhubaneswar

ମଦ୍ୟପ ସ୍ଵାମୀର ଉନ୍ମତକାଣ୍ଡ; ଅଳ୍ପକେ ବର୍ତ୍ତିଲା ସ୍ତ୍ରୀ

କେଶଦୁରାପାଳ: ଘସିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରେ ମଦ୍ୟପ ସ୍ଵାମୀର ଉନ୍ମତକାଣ୍ଡ। ମଦ୍ୟପ ସ୍ବାମୀା ବିଶ୍ଵନାଥ ବେହେରାର ମାଡ଼ରେ ସ୍ତ୍ରୀ ବାସନ୍ତି ଅଳ୍ପକେ ବର୍ତ୍ତିଯାଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୁମୁଣିଆ ଗ୍ରାମର ବିଶ୍ଵନାଥ ବେହେରା ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରେ। ବାରମ୍ବାର ପରିବାର ଲୋକେ ଓ ସ୍ତ୍ରୀ ବାସନ୍ତି ଏହାକୁ ବାରଣ କରୁଥିଲେ ମଧ୍ୟ ବିଶ୍ଵନାଥ ଏହାକୁ ଖାତିର ନ କରି ଏହିପରି ମଦ ପିଇ ପରିବାରରେ ମାର ଧର କରେ। ଗତକାଲି ସନ୍ଧ୍ୟା ସମୟରେ ସ୍ଵାମୀ ବିଶ୍ଵନାଥ ବେହେରା ମଦ ପିଇ ଆସି ହଠାତ୍ କୌଣସି କାରଣ ନ ଥାଇ ସ୍ତ୍ରୀ ବାସନ୍ତିର ଆଣ୍ଠୁକୁ ଏକ ଚୁତାରେ ମାଡ଼ ମାରିଥିଲା ଏହା ଦେଖିପରିବାର ଲୋକେ ଛାଡାଇବାରୁ ବାସନ୍ତି ଅଳ୍ପକେ ବର୍ତ୍ତିଯାଇଥିଲା। ସ୍ଥାନୀୟ ଲୋକ ଅଟୋ ଦ୍ୱାରା ବାସନ୍ତିକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରିଥିବା ଜଣାପଡ଼ିଛି। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories