www.samajalive.in
Monday, December 8, 2025
27.1 C
Bhubaneswar

କୃଷି ବିଲକୁ ବିରୋଧ କରି ରାସ୍ତାରେ ବସିଲେ କୃଷକ ସଙ୍ଗଠନର କର୍ମକର୍ତ୍ତା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାଠାରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍ କୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଓ ଚାଷିମାନେ ଆଜି ୪୯ ନମ୍ବର ଜାତୀୟ ରାଜପଥ ଉପରେ ପ୍ଳାକାର୍ଡ ଧରି ବସି ରହିବା ସହ କୃଷି ବିଲର ପ୍ରତ୍ୟାହାର ଦାବି କରିଛନ୍ତି । ନବ ନିର୍ମାଣର କୃଷକ ସଙ୍ଗଠନର ଜିଲ୍ଲା ସଂଯୋଯିକା ଶ୍ରୀମତୀ ବିଳାସିନି ମହାନ୍ତଙ୍କ ନେତୃତ୍ବରେ ଶରତ ନାଏକ, ଗିରିଧାରୀ ନାୟକ, ପ୍ରତାପ ଚନ୍ଦ୍ର ସାହୁ, ବିଜୟ ସେଠୀ ଓ ଗୋଦାବରୀ ସେଠୀ ପ୍ରମୁଖ କୃଷି ଜୀବିମାନେ ୪୯ ନମ୍ବର ଜାତୀୟ ରାଜପଥରେ ବସି ରହିବା ସହ କୃଷି ବିରୋଧୀ ବିଲ୍ ପ୍ରତ୍ୟାହାର ପାଇଁ ଦାବି ରଖିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories