www.samajalive.in
Friday, December 12, 2025
14.1 C
Bhubaneswar

ଭୀମକୁଣ୍ଡର ଶୋଭା ବଢାଇବ ନୂତନ ଓ୍ବାଚ ଟାଓ୍ବାର

ପାଟଣା : କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ ର କେନ୍ଦୁଝର ପାର୍ଶ୍ଵ ବାଲିଯୋଡି ବୈତରଣୀ ଗର୍ଭରେ ବହୁ ପ୍ରତୀକ୍ଷିତ ଓ୍ବାଚ ଟାଓ୍ବାର କାର୍ୟ୍ୟକ୍ଷମ ହୋଇଛି । ମୀନାର ସଦୃଶ୍ୟ ତ୍ରିତଳ ବିଶିଷ୍ଟ ଏହି ସୁଦୃଶ୍ୟ ଏହି ଟାଓ୍ବାର ପର୍ୟ୍ୟଟକ ମାନଙ୍କ ପାଇଁ ବେଶ ଆକର୍ଷକ ଓ ଆନନ୍ଦ ଦାୟକ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ ରୁଙ୍ଗଟା ସୌଜନ୍ୟ ରୁ ଏହି ଓ୍ବାଚ ଟାଓ୍ବାର ନିର୍ମାଣ କରାଯାଇଛି । ଅନ୍ୟ ପକ୍ଷରେ ବୈତରଣୀ ରେ ଭୀମକୁଣ୍ଡ ସେତୁ କାମ ଦୃତଗତିରେ ଆଗେଇ ଚାଲିଥିବାରୁ ଭୀମକୁଣ୍ଡ ପର୍ୟ୍ୟଟକ ମାନଙ୍କ ପାଇଁ ଆଗ୍ରହ ବଢାଇବ ବୋଲି କୁହାଯାଉଛି । ଆନୁଷ୍ଠାନିକ ଭାବେ ଟାଓ୍ବାର ଉଦଘାଟନ ହୋଇନଥିଲେ ମଧ୍ୟ ପର୍ୟ୍ୟଟକ ମାନେ ଏହାକୁ ଦେଖି ବେଶ ଖୁସି ହେଉଥିବା ଦେଖାଯାଉଛି ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories