www.samajalive.in
Friday, December 12, 2025
15.1 C
Bhubaneswar

ମୃତ ବ୍ୟକ୍ତିଙ୍କ ନାମରେ ବାର୍ ଲାଇସେନ୍ସ, ଗିରଫ ହେଲେ ଅବକାରୀ ଏସଆଇ

କେନ୍ଦ୍ରାପଡା: ମୃତ ବ୍ୟକ୍ତିଙ୍କ ନାମରେ ବାର୍ ଲାଇସେନ୍ସ ମାମଲାରେ କେନ୍ଦ୍ରାପଡା ପୁଲିସ କେନ୍ଦ୍ରାପଡା ଅପକାରୀ ଏସଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବାର୍‍ ଲାଇଲେନ୍ସ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ କେନ୍ଦ୍ରାପଡା ଗୋପ ବାର୍‍ ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଭାର ନେଇଥିଲେ କେନ୍ଦ୍ରାପଡା ଅବକାରୀ ଏସଆଇ ପୂର୍ଣ୍ଣେନ୍ଦୁ ରାଉତ। ତଦନ୍ତ କରି ଲାଇସେନ୍ସ ନବୀକରଣ ସମକ୍ଷରେ ରପୋର୍ଟ ଦେଇଥିଲେ ପୂର୍ଣ୍ଣେନ୍ଦୁ। ତାଙ୍କ ରିପୋର୍ଟ ମାଧ୍ୟମରେ ବାରକୁ ଲାଇସେନ୍ସ ମିଳିଥିଲା। ଏହି ଘଟଣାକୁ ନେଇ ହୋଇଥିବା ଅଭିଯୋଗକୁ ଆଧାର କରି ଅବକାରୀ ଏସଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ପୁଲିସ ଗିରଫ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories