www.samajalive.in
Sunday, December 14, 2025
14.1 C
Bhubaneswar

ଜନରାଜ୍ୟ ଦିବସରେ ଉଡିଲାନି ଜାତୀୟ ପତକା

କଣ୍ଟାବାଞ୍ଜି: ସାରା ଭାରତବର୍ଷର କୋଣଅନୁକୋଣରେ ୭୩ତମ ଜନରାଜ୍ୟ ଦିବସ ଅବସରରେ କୋଭିଡ କଟକଣା ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ ହୋଇଥିବା ବେଳେ କଣ୍ଟାବାଞ୍ଜିର କିଛି ରାଷ୍ଟ୍ରାୟତ ବ୍ୟାଙ୍କ ଶାଖାଗୁଡିକରେ ଜାତୀୟ ପତାକା ଉଡିବା ଦେଖିବାକୁ ମିଳିନଥିଲା। ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ସହରରେ ଥିବା ୟୁନିଅନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ପଂଜାବ ନେସନାଲ ବ୍ୟାଙ୍କ, ଫେଡ଼ରାଲ ବ୍ୟାଙ୍କ, ଏଚଡିଏଫସି, ବ୍ୟାଙ୍କ ଅଫ ବରୋଦା, ଡିସିବି ବ୍ୟାଙ୍କ ଗୁଡିକରେ ଜାତୀୟ ପତାକା ଉଡ଼ିନଥିବା ବେଳେ ଦେଶ ପ୍ରେମ ପାଇଁ ଏହି ସଂସ୍ଥାମାନଙ୍କର କେତେ ଅତ୍ମୀୟତା ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories