www.samajalive.in
Saturday, December 6, 2025
23.1 C
Bhubaneswar

ବରିଆଲି ଗାଁରେ ବିଜେଡିର ଜନ ସମ୍ପର୍କ ଯାତ୍ରା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଢୋଲମାନଦଲ ପଞ୍ଚାୟତ ବରିଆଲି ଗାଁରେ କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ବିଭିନ୍ନ ସମସ୍ୟା ବୁଝିବା ସହ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦ୍ୟ ଘୋଷଣା କରିଥିବା ବାର୍ଦ୍ଧକ୍ୟ ଭତ୍ତା ସହ ବିଭିନ୍ନ ଭତ୍ତା ବୃଦ୍ଧି, ମହିଳା, ମିଶନ ଶକ୍ତି ପାଇଁ ବିଭିନ୍ନ ଯୋଜନା ଏବଂ ଉନ୍ନୟନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ଏହି ଜନ ସମ୍ପର୍କ ଯାତ୍ରାରେ ପୂର୍ବତନ ସରପଞ୍ଚ ବିଶ୍ଵାମିତ୍ର ଛତ୍ରିଆ, ପ୍ରମେ ମେହେର, ନବରଙ୍ଗଦାସ, ସୁବାସ ସାହୁ, ମୁରଲୀ ମଲ୍ଲିକ, ନିରନ ଖୁରା, ପବିତ୍ର ବେମାଲ, ଚରଣ ନାୟକ, ଚନ୍ଦ୍ରମଣି ତାଣ୍ଡି, କାଲିଚରଣ ମାଝୀ, ସାନତୁଳା ମାଝୀ, ଦେବାରଚନ ମାଝୀ, ଅଶୋକ ପରାଭୂଏ, ଗୋବିନ୍ଦ ବଗର୍ତି, ଦେବେନ୍ଦ୍ର ବରିହା ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories