www.samajalive.in
Thursday, December 11, 2025
16.1 C
Bhubaneswar

ମଦ୍ୟପ ସ୍ବାମୀ ମାଡରେ ସ୍ତ୍ରୀ ଆହତ; ଡାକ୍ତରଖାନାରେ ଚିକିତ୍ସିତ

କଣ୍ଟାବାଞ୍ଜି: ମଦ୍ୟପ ଗାଡ଼ି ଚାଳକକୁ ଯେମିତି ଦେଶର ଶତ୍ରୁ କୁହାଯାଏ, ସେମିତି ମଦ୍ୟପ ସ୍ଵାମୀ ସ୍ତ୍ରୀର ବଡ ଶତ୍ରୁ। ଜଣେ ମଦ୍ୟପ ସ୍ଵାମୀ ତା’ର ପତ୍ନୀକୁ ମାଡ ମାରି ଆହତ କରିଥିବା ଖବର ଆସିଛି। ହିଆଲ ଗାଁର ଅଙ୍ଗଦ ପୁଟେଲ ତା’ର ପତ୍ନୀ ଭାନୁମତୁ ପୁଟେଲଙ୍କୁ ନିଶାସକ୍ତ ଅବସ୍ଥାରେ ନିସ୍ତୁକ ମାଡ ମାରି ଆହତ କରିଛି। ଭାନୁମତୀ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି ପୁଲିସ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ କରିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories