www.samajalive.in
Sunday, December 14, 2025
26.1 C
Bhubaneswar

ହତାଶ କରୁଛନ୍ତି ହାତୀପଲ; ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ବାଙ୍ଗୁରସିଂହା ଗ୍ରାମରେ ହାତୀପାଲଙ୍କ ଦୌରାତ୍ମ୍ୟରୁ ଫସଲ ସୁରକ୍ଷା ସକାଶେ ସଂପୃକ୍ତ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ବାଙ୍ଗୁରସିଂହା ଗ୍ରାମରେ ଗତ ଦଶ ବର୍ଷ ଧରି ଜଙ୍ଗଲୀ ହାତୀପଲଙ୍କ ଦୌରାତ୍ମ୍ୟ ଲାଗି ରହିଥିବାରୁ ଗ୍ରାମରେ ଚାଷ ଉପରେ ନିର୍ଭର କରି ଚଳି ଆସୁଥିବା ୮୦ ପ୍ରତିଶତ ଚାଷୀ ଏବେ ହତାଶ ହୋଇଛନ୍ତି l

ଏସଂକ୍ରାନ୍ତରେ ବହୁ ଆପତ୍ତି ପରେ ଓଡାପଡା ତହସିଲଦାର, ରେଞ୍ଜର, ଥାନା ଅଧିକାରୀ ଓ ସରପଞ୍ଚଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା l ହେଲେ ଏହି ବୈଠକରେ ବାହାରିଥିବା ନିଷ୍ପତ୍ତି ଅନୁଯାୟୀ ଏଯାଏଁ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ସଂପୃକ୍ତ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories