www.samajalive.in
Saturday, December 6, 2025
15.1 C
Bhubaneswar

ବିଦେଶୀ ମଦ ସହିତ ଜଣେ ଗିରଫ

କାମାକ୍ଷାନଗର : କାମାକ୍ଷାନଗର ସହରର ଦୈନିକ ପରିବା ବଜ଼ାରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଦେଶୀ ମଦ ସହିତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାଯାଇଛି । ଦୈନିକ ପରିବା ବଜ଼ାରରେ ଚୋରାରେ ବିଦେଶୀ ମଦ ବିକ୍ରି ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପରିବା ବିକ୍ରି କରୁଥିବା ପ୍ରସାଦ ସାହୁଙ୍କ ଠାରୁ ୭ ଗୋଟି ବିଦେଶୀ ମଦ ଜବତ କରିଥିଲେ । ଏହା ଦେଖି ପରିବା କିଣିବାକୁ ଆସିଥିବା କେତେକ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଶ୍ଚର୍ୟ୍ୟ ଚକିତ ହୋଇଥିବାର ଆଲୋଚନା ହେଉଛି । ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories