www.samajalive.in
Saturday, December 6, 2025
19.1 C
Bhubaneswar

ପୂଜାରିଗୁଡା ଓ ମାଝୀଗୁଡା ପଞ୍ଚାୟତର ଗ୍ରାମରେ ଲାଗିଲା ଷ୍ଟ୍ରିଟ ଲାଇଟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ଓ ମାଝୀଗୁଡା ପଞ୍ଚାୟତର ଗ୍ରାମ ଗୁଡିକରେ ଷ୍ଟ୍ରିଟ ଲାଇଟ ଲଗାଯାଇଥିବା ଦେଖିବାକୁ ମିଳିଛି। “ଖ ” ଜୋନର ଜିଲାପରିଷଦ ଭୂମି ଗୌରିଦେବୀ ନିର୍ବାଚନରେ ବିଜୟୀ ହେଲେ ପ୍ରତ୍ୟେକ ଗ୍ରାମ ଗୁଡିକରେ ଷ୍ଟ୍ରିଟ ଲାଇଟ ଲଗାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହା ଜିଲା ପରିଷଦ ଫଣ୍ଡରୁ ଟଙ୍କା ବ୍ୟୟ କରି ମାଝୀଗୁଡା ପଞ୍ଚାୟତର ସଦର ସହିତ ୧୧ଟି ଗ୍ରାମରେ ଓ ପୂଜାରିଗୁଡା ପଞ୍ଚାୟତର ସଦରରେ କେଉଁଠି ତିନୋଟି ବା ଚାରୋଟି ଲେଖାଏଁ ସୌରଚାଳିତ ଲାଇଟ ଲଗାଯାଇଛି। ଆହୁରି ୭ଟି ପଞ୍ଚାୟତରେ ମଧ୍ୟ ଷ୍ଟ୍ରିଟ ଲାଇଟ ଲଗାଯିବ ବୋଲି ଜଣାପଡିଛି।

ବିଜେଡିରୁ ଇସ୍ତଫା ଦେଲେ ଜ୍ୟୋତି ପାଣିଗ୍ରାହୀ

- Advertisement -

ଗ୍ରାମବାସୀ ବହୁଦିନ ଧରି ଅନ୍ଧାରରେ ଯାତାୟାତ କରୁଥିଲେ। ଯାହା ଫଳରେ ବିଭିନ୍ନ ସମୟରେ ଅସୁବିଧାରେ ସମ୍ମୁଖିନ ହେଇଥିଲେ।ବହୁ ବର୍ଷ ପରେ ଲୋକଙ୍କ ଦାବି ପୂରଣ ହୋଇଥିବାରୁ ଖ ଜୋନର ଜିଲାପରିଷଦ ସଭ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories