ଥୁଆମୂଲରାମପୁର : କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ବ୍ଲକ ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ଛାତ୍ରୀଙ୍କୁ ବଳତ୍କାର ଅଭିଯୋଗରେ ପ୍ରଧାନଶିକ୍ଷକ କାବୁଲି ମହାପାତ୍ରଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପୁକିସ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କରିଛି। ଗିରଫ ପ୍ରଧାନଶିକ୍ଷକଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଛି।
Popular Categories



