www.samajalive.in
Saturday, December 6, 2025
16.1 C
Bhubaneswar

୧୨୦ ଲିଟର ବେଆଇନ କଫସିରଫ ଜବତ ; ଜଣେ ଗିରଫ 

କଳାବାଡିଆ : ୧୨୦ ଲିଟର ବେଆଇନ କଫ ସିରଫ ଜବତ କରାଯିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।  ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କଁଅର ନିର୍ଦେଶ କ୍ରମେ ଆଜି ସକାଳୁ କୁଳିଅଣା ଅବକାରୀ ବିଭାଗ ଅଧିକାରୀ ଜ୍ଞାନେଶ୍ଵରୀ ବିଶ୍ୱାଳ କୁଳିଅଣା ଥାନା ଅଧୀନ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ ମାଝୀଙ୍କ ଘରେ ଅତର୍କିତ ଚଢାଉ କରିଥିଲେ। ସେଠାରୁ ବେଆଇନ ୧୨୦ଲିଟର କଫ ସିରଫ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଶ୍ରବଣ ମାଝୀ ହୋଇଥିବା ବେଳେ ଜବତ କଫସିରଫର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ନେଇ ସ୍ୱପ୍ନା ରାଣୀ ସାହୁ,ଏକ୍ସସାଇଜ ଇନ୍ସପେକ୍ଟର ସଦର ସୂଚନା ଦେଇଛନ୍ତି।

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories