www.samajalive.in
Saturday, December 13, 2025
14.1 C
Bhubaneswar

କଖଡି ପ୍ରିମିୟମ ଲିଗ, ବାବା ବାଞ୍ଛେଶ୍ବର କ୍ରିକେଟ କ୍ଳବ ଚମ୍ପିଆନ

ଗୁରୁଡିଝାଟିଆ: କଖଡି ଗାନ୍ଧୀହାଟ ପଡିଆରେ ରୟାଲ କ୍ରିକେଟ ସ୍ପୋର୍ଟସ କ୍ଲବ କଖଡି ଦ୍ୱାରା ଆୟୋଜିତ କଖଡି ପ୍ରିମିୟମ ଲିଗରେ ବ୍ରହ୍ମପୁରର ସିଦ୍ଧ ନାରାୟଣୀ କ୍ରିକେଟ କ୍ଳବକୁ ପରାସ୍ତ କରି ବାବା ବାଞ୍ଛେଶ୍ବର କ୍ରିକେଟ କ୍ଲବ ଚମ୍ପିଆନ ହୋଇଛି। ୧୦ ଓଭରରେ ସିଦ୍ଧନାରୟାଣୀ କ୍ରିକେଟ କ୍ଳବ ୫୬ ରନ କରିଥିବା ବେଳେ ଏହାର ଜବାବରେ ବାଞ୍ଛେଶ୍ବର କ୍ରିକେଟ କ୍ଳବ ୧ ୱକେଟ ବିନିମୟରେ ନିର୍ଦ୍ଧାରିତ ରନକୁ ସଂଗ୍ରହ କରିନେଇଥିଲା।

 

- Advertisement -

ଆଜିର ଏହି ମ୍ୟାଚରେ ଯୁବ ସଂଗଠକ ଦୀଲ୍ଲିପ ଛତାର ବିଜୟୀ ଦଳକୁ ଟ୍ରଫି ଓ ପରାଜିତ ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ କରିବା ସହିତ ଗ୍ରାମାଞ୍ଚଳରେ କ୍ରିକେଟଖେଳ ଯୁବପିଢିଙ୍କ ଭିତରେ ଭ୍ରାତୃତ୍ୱ ପ୍ରତିଷ୍ଠା କରିବାରେ ସହାୟକ ହୋଇଥାଏ। ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ମୁଦୁଲି, ଶିଳାଦିତ୍ୟ ପରିଡା, ନାରାୟଣ ସାହୁ , ପୁର୍ବତନ ସରପଞ୍ଚ ଅଭିମନ୍ୟୁ ସୁତାର ଓ ବସନ୍ତ କୁମାରବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories