www.samajalive.in
Saturday, December 6, 2025
16.1 C
Bhubaneswar

ଶିମିଳିପାଳରୁ ଝାଡଖଣ୍ଡରେ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’

ଭୁବନେଶ୍ୱର : ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଯାଇ ଝାଡଖଣ୍ଡରେ ପହଞ୍ଚିଛି । ଏନେଇ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ଏହାସହ ଏକ ସ୍ୱତନ୍ତ୍ର ଟିମ୍‌ ଝାଡଖଣ୍ଡରେ ଜିନ୍ନତ ଉପରେ ନଜର ରଖିଛି । ଗତ ନଭେମ୍ବରରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ ବାଘୁଣୀ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା ।
ସୂଚନାନୁଯାୟୀ, ଏଠାକୁ ଆସିବା ପରେ ତା’ର ନାମ ଗଙ୍ଗା ରଖାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରେ ବି ତା’ର ପୂର୍ବ ନାମରେ ପରିଚିତ ହେବ ବୋଲି ପିସିସିଏଫ ଡ. ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ। ଜିନ୍ନତର ବୟସ ଏବେ ୩ ବର୍ଷ।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -

ବାସ୍‌ ଏହି ଗୋଟିଏ କ୍ଲିକ୍‌; ଫୋନ୍‌କୁ ଆସିବ ନାହିଁ ଗୋଟିଏ ବି ସ୍ପାମ୍‌ କଲ୍‌..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories