ଶିମିଳିପାଳରୁ ଝାଡଖଣ୍ଡରେ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’

ଭୁବନେଶ୍ୱର : ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଯାଇ ଝାଡଖଣ୍ଡରେ ପହଞ୍ଚିଛି । ଏନେଇ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ଏହାସହ ଏକ ସ୍ୱତନ୍ତ୍ର ଟିମ୍‌ ଝାଡଖଣ୍ଡରେ ଜିନ୍ନତ ଉପରେ ନଜର ରଖିଛି । ଗତ ନଭେମ୍ବରରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ ବାଘୁଣୀ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା ।
ସୂଚନାନୁଯାୟୀ, ଏଠାକୁ ଆସିବା ପରେ ତା’ର ନାମ ଗଙ୍ଗା ରଖାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରେ ବି ତା’ର ପୂର୍ବ ନାମରେ ପରିଚିତ ହେବ ବୋଲି ପିସିସିଏଫ ଡ. ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ। ଜିନ୍ନତର ବୟସ ଏବେ ୩ ବର୍ଷ।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ବାସ୍‌ ଏହି ଗୋଟିଏ କ୍ଲିକ୍‌; ଫୋନ୍‌କୁ ଆସିବ ନାହିଁ ଗୋଟିଏ ବି ସ୍ପାମ୍‌ କଲ୍‌..

Comments are closed.