www.samajalive.in
Friday, December 12, 2025
14.1 C
Bhubaneswar

ପ୍ରକାଶ ପାଇଲା ଜେଇଇ ମେନ୍ ପେପର ୨ ଫଳ

ନୂଆଦିଲ୍ଲୀ : ଜେଇଇ ମେନ୍‌-୨୦୨୫ ଜାନୁଆରୀ ସେସନ୍‌ର ପେପର-୨ ଫଳାଫଳ ପ୍ରକାଶ ପାଇଛି ।  ପେପର-୨ ବିଆର୍କ ଓ ବିପ୍ଲାନିଙ୍ଗ ରେଜଲ୍ଟ ପ୍ରକାଶ କଲା ଏନଟିଏ । ବିଆର୍କରେ ସମୁଦାୟ ୪୪ ହଜାର ଓ ବିପ୍ଲାନିଙ୍ଗରେ ୧୮ ହଜାର ପିଲା ପରୀକ୍ଷା ଦେଇଥିଲେ । ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା । ୨୮୯ ସହରରେ ସମୁଦାୟ ୩୯୧ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀ ଓ୍ବେବସାଇଟ୍ ମାଧ୍ୟମରୁ ନିଜ ଫଳାଫଳ ଜାଣିପାରିବେ ।

Hot this week

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

Related Articles

Popular Categories