www.samajalive.in
Saturday, December 6, 2025
16.1 C
Bhubaneswar

ଜଟଣୀ ପୌର ପରିଷଦ : କଡା ମୁକାବିଲାରେ ଜିତିଲା ବିଜେଡି

ବିଜୁ ଜନତାଦଳକୁ  ଜଟଣୀ ପୌର ପରିଷଦରେ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଛି । ଏଠାରେ  କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ୫ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ବିରୋଧୀ ଦଳ ଗୁଡିକ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ  ବିଜେଡି ୧୨ ଆସନ ଜିତି ପରିଷଦ ଗଠନ କରିବାକୁ ଯାଉଛି।

୧ ନମ୍ବର ୱାର୍ଡ ବିଜେଡି ପାର୍ଥି ପ୍ରଶାନ୍ତ ବେହେରା ବିଜୟୀ
୨ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥୀ ସନ୍ତୋଷ ସାମନ୍ତରାୟ
୩ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ରାଉତରାୟ
୪ନମ୍ବର ୱାର୍ଡ ସ୍ୱାଧୀନ ପ୍ରାର୍ଥୀନୀ ଫାମିଦା ବେଗମ ବିଜୟୀ
୫ ନମ୍ବର ୱାର୍ଡ ର କାଉନସିଲର ବିଜେଡି ପ୍ରାର୍ଥୀ କାଜଲ ଦାସ ବିଜୟୀ
୬ ନମ୍ବର ୱାର୍ଡ ରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ବିଷ୍ଣୁ ସାହୁ ବିଜୟୀ
୭ ନମ୍ବର ୱାର୍ଡରେ ବିଜେଡ଼ି କାଉନସିଲର ପ୍ରାର୍ଥୀ ଯାଇ ବେହେରା ବିଜୟୀ
୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ପ୍ରାର୍ଥୀ ଇତିଶ୍ରୀ ଦାସ ବିଜୟୀ
୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀ ଆରତୀ ରାଉତ ବିଜୟୀ
୧୦ ନମ୍ବର ୱାର୍ଡ ବିଜେପି ଅର୍ଣ୍ଣପୂର୍ଣା ସାହୁ ବିଜୟୀ
୧୧ ନମ୍ବର ୱାର୍ଡ ରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଦିଲ୍ଲୀପ ମାର୍ଥା ବିଜୟୀ
୧୨ ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ନିଳିମା ସ୍ବାଇଁ ବିଜୟୀ
୧୩ ନମ୍ବର ୱାର୍ଡ ରେ ବିଜେଡ଼ି ପାର୍ଥି ରଞ୍ଜିତା ବେହେରା ବିଜୟୀ
୧୪ ନମ୍ବର ୱାର୍ଡର କଂଗ୍ରେସର କାଉନସିଲର କୃଷ୍ଣ ଚନ୍ଦ୍ର ନାୟକ ବିଜୟୀ
୧୫ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଜଟାଧାରୀ ପ୍ରଧାନ ବିଜୟୀ
୧୬ ନମ୍ବର ୱାର୍ଡ କଂଗ୍ରେସ ର କାଉନସିଲର ପ୍ରାର୍ଥୀ ଅନିତା ମହାପାତ୍ର ବିଜୟୀ
୧୭ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଉତ୍କଳ କେଶରୀ ବଳିଆରସିଂହ ବିଜୟୀ
୧୮ ନମ୍ବର ୱାର୍ଡ ବଜେଡ଼ି କାଉନସିଲର ପ୍ରାର୍ଥୀ କେ ସୁରେଶ ବିଜୟୀ
୧୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀ ପି ରାଜା କୁମାରୀ ବିଜୟୀ
୨୦ ନମ୍ବର ୱାର୍ଡ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ସଂଧ୍ୟାରାଣୀ ଜନୀ ବିଜୟୀ
୨୧ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ସସାଙ୍ଖ ଶେଖର ରାୟ ବିଜୟୀ
୨୨ ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ପ୍ରାର୍ଥୀ ସୁନିତା ରାୟ ବିଜୟୀ
୨୩ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଅମ୍ରିତା ରାୟ ବିଜୟୀ

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories