www.samajalive.in
Sunday, December 14, 2025
23.1 C
Bhubaneswar

ସେନାରେ ଯୋଗଦେଲେ ୧୧୫ କାଶ୍ମୀର ଯୁବକ

ଶ୍ରୀନଗର : ଚଳିତବର୍ଷ ଫେବୃଆରୀ ସୁଦ୍ଧା ଜାମ୍ମୁ କାଶ୍ମୀରର ୧୧୫ ଜଣ ଯୁବକ ଭାରତୀୟ ସ୍ଥଳସେନାରେ ଯୋଗଦେଇଥିବା ଜଣାପଡିଛି। ପ୍ରାୟ ଏକ ବର୍ଷ ଧରି ତାଲିମ ପାଇବାପରେ ମଙ୍ଗଳବାର ଏଠାରେ ଆୟୋଜିତ ପରେଡରେ ଏହି ନବନିଯୁକ୍ତ ଯବାନ ଅଂଶଗ୍ରହଣ କରିଥିଲେ। ପାସିଂ ଆଉଟ ପରେଡରେ କାଶ୍ମୀରୀ ଯୁବକଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ୧୫ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏ.କେ.ଭଟ୍ଟ୍‌ ମୁଖ୍ୟଅତିଥିଭାବେ ଯୋଗଦେଇ ନବାଗତ ଯବାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories