www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ମୁକାବିଲା : ‘କ୍ଲବ ଦି ୟୁଥମାସ’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ଜିଲା ବ୍ୟାସନଗରସ୍ଥିତ ଅର୍ଣ୍ଣପୂର୍ଣ୍ଣା ଅନାଥ ଆଶ୍ରମରେ ବୁଧବାର ‘କ୍ଲବ ଦି ୟୁଥମାସ’ ପକ୍ଷରୁ ମହାମାରୀ କରୋନାର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ପୀତବାସ ପାତ୍ର ଙ୍କର ସହଯୋଗୀତାରେ କରୋନା ଭାଇରସ ସଂକ୍ରମିତକୁ ରୋକିବା ପାଇଁ କୁନିକୁନି ପିଲାଙ୍କୁ ମାସ୍କ , ସାନିଟାଇଜର ଓ ହ୍ୟାଣ୍ଡ ୱାସ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସାମାଜିକ ସଙ୍ଗଠନ ଆୟୋଜନ କରି ତ୍ୱରାନ୍ୱିତ କରିବେ ନିଶ୍ଚିତ ଆମେ ଏହି ମହାମାରୀ ଯିବାଣୀରୁ ନିଜେ ରକ୍ଷା ପାଇବା ସହିତ ସଂକ୍ରମିତକୁ ରୋକାଯାଇ ପରିବ ବୋଲି କ୍ଲବର ସଭାପତି ପ୍ରକାଶ କୁମାର ଜେନା ମତବ୍ୟକ୍ତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ରାଜେଶ କୁମାର ରାଉତ, ଯଜ୍ଞଦତ ତ୍ରିପାଠୀ, ନିରଞ୍ଜନ ସାହୁ,ପିତବାସ ପାତ୍ର,ସମସ୍ତେ ଉପସ୍ଥିତ ରହି କରୋନା କୁ ରୋକିବା ପାଇଁ ସଚେତନତାର ବାର୍ତା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories