www.samajalive.in
Saturday, December 6, 2025
26.1 C
Bhubaneswar

ଖୁବ୍‍ ଶିଘ୍ର ୫ହଜାର ଟଙ୍କାରୁ କମ ମୂଲ୍ୟରେ ବଜାରକୁ ଆସିବ ଆଇଟେଲର ନୁଆ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଟ୍ରାଞ୍ଜିସନ୍‍ ହୋଲଡିଙ୍ଗସ୍‍ ଭାରତରେ ତାର ବ୍ରାଣ୍ଡ ଆଇଟେଲର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ବଜାର ପ୍ରବେଶ କରିବାକୁ ଥିବା ଏହି ଫୋନରେ ଡୁଆଲ ରିୟର କ୍ୟାମେରା ମିଳିବ। ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ରହିବ। ଲିକ୍‍ ହୋଇଥିବା ରିପୋର୍ଟ ଅନୁସାରେ, ଏହି ଫୋନର ମୂଲ୍ୟ ୫ହଜାର ଟଙ୍କାରୁ କମ୍‍ ହେବ। ଏହି ଫୋନର ମୁକାବିଲା ରେଡମି ୬ ସହିତ ହେବ। ଏପର୍ଯ୍ୟନ୍ତ ଏହି ଫୋନର ମଡେଲର ନାମ ବାବଦରେ କୌଣସି ସୂଚନା ମିଳିପାରି ନାହିଁ।

pic courtesy-amazon.in

ଆଇଟେଲର ବିଶେଷତ୍ୱ ବିଷୟରେ କୌଣସି ସଠିକ୍‍ ସୂଚନା ଦିଆଯାଇ ନାହିଁ। ମାତ୍ର ଲିକ୍‍ ରିପୋର୍ଟ ଅନୁସାରେ, ଏହି ଫୋନରେ ଆଇ ସପୋର୍ଟ ସହିତ ଡୁଆଲ ରିୟର କ୍ୟାମେରା ମିଳିବ। ଏହାସହିତ ଫୋନରେ ଅକ୍ଟାକୋର ପ୍ରୋସେସର ମଧ୍ୟ ପାଇପାରିବେ। ଫୋନରେ ଆଣ୍ଡ୍ରଏଡ ପାଇ ୯.୦ ସହିତ ଫେସ୍‍ ଅନଲକ୍‍ ଏବଂ ଟିପଚିହ୍ନ ସେନସର ମଧ୍ୟ ମିଳିବ। ଫୋନରେ ଡୁଆଲ ରିୟର କ୍ୟାମେରା ଏବଂ ଫ୍ଲାସଲାଇଟ୍‍ ପାଇପାରିବେ। ଏପର୍ଯ୍ୟନ୍ତ ଫୋନର ବଜାର ପ୍ରବେଶର ତାରିଖ ଉପରେ କୌଣସି ନିଦ୍ଧଷ୍ଟ ସୂଚନା ଦିଆଯାଇ ନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories