www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ନୂଆପଡ଼ାରେ ଆଇଟି ରେଡ୍

ସମାଜ ଲାଇଭ୍ ଡେସ୍କ : ନୂଆପଡ଼ାରେ ଆଜି ଗୋଟିଏ ଦିନରେ ଦ୍ଵିତୀୟ ଥର ଆୟକର ବିଭାଗ ଚଢ଼ଉ କରିଛି । ଖରିଆର ରୋଡରେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି । ବିଶିଷ୍ଟ ବ୍ୟବସାୟୀ ଅଙ୍କିତ ସିଂହାଣୀୟାଙ୍କ ଘରେ ଚଢ଼ାଉ ହୋଇଛି । ଅଙ୍କିତଙ୍କ ଖରିଆର ରୋଡ୍‌ ସ୍ଥିତ ବାସଭବନରେ ଆୟକର ବିଭାଗର ଚଢ଼ଉ ଜାରି ରଖିଛି । ଅଙ୍କିତ କିଛିଦିନ ହେବ କଂଗ୍ରେସ ସହ ସମ୍ପର୍କରେ ଥିଲେ । ଆଜି ସକାଳେ ନୂଆପଡ଼ରେ ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ବାସଭବନରେ ଚଢ଼ଉ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories