www.samajalive.in
Friday, December 12, 2025
26.1 C
Bhubaneswar

ସାଉଦି ଆରବ ତୈଳଖଣି ଉପରେ ଆକ୍ରମଣ : ଉପଗ୍ରହ ଚିତ୍ର ଓ ଗୁଇନ୍ଦା ସୂଚନା ଜାରି କଲା ଆମେରିକା

ୱାଶିଂଟନ : ସାଉଦି ଆରବର ଦୁଇଟି ତୈଳଖଣି ଉପରେ ଗତ ଶନିବାର ଦିନ ଡ୍ରୋନ୍‍ ଆକ୍ରମଣ କରିଥିବା ପଛରେ ଇରାନ୍‍ର ହାତଥିବା ସଂକ୍ରାନ୍ତୀୟ ଉପଗ୍ରହ ଚିତ୍ର ଓ ଗୁଇନ୍ଦା ସୂଚନା ଆମେରିକା ପକ୍ଷରୁ ଜାରି କରାଯାଇଛି। ୟେମେନ୍‍ର ହାଉଥି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି। ବିବିସି ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ହାଉଥି ବିଦ୍ରୋହୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବାର ସନ୍ଦେହ ହେଉଥିବା ବିଷୟ ଆମେରିକାର ଜଣେ ଅଧିକାରୀ ଆନ୍ତର୍ଜାତିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଇରାନ୍‍ ପକ୍ଷରୁ ଏହି ଆକ୍ରମଣକୁ ଅସ୍ୱୀକାର କରାଯାଇଛି । ଇରାନ ଏ ନେଇ ଆମେରିକା ବିରୁଦ୍ଧରେ ଖୋଲାଖୋଲି ଯୁଦ୍ଧ  ଧମକ ଦେଇଛି । ଏହି ଆକ୍ରମଣ ଯୋଗୁଁ ବିଶ୍ୱସ୍ତରୀୟ ଅଶୋଧିତ ତୈଳ ଉତ୍ତୋଳନ ପରିମାଣ ପ୍ରାୟ ଶତକଡ଼ା ପାଞ୍ଚ ଭାଗ ହ୍ରାସ ପାଇଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories