www.samajalive.in
Friday, December 12, 2025
26.1 C
Bhubaneswar

ଶିକ୍ଷକଙ୍କ ମାଡ଼ରେ ବିଦ୍ୟାଳୟ ଛାଡିଲେ ୨ଛାତ୍ର

ଭୁବନେଶ୍ବର: ଭୁବନେଶ୍ୱର ମଞ୍ଚେଶ୍ୱରର ଏକ ଆବାସିକ ବିଦ୍ୟାଳୟର ୨ଜଣ ଛାତ୍ରଙ୍କୁ ଶିକ୍ଷକ ନିସ୍ତୁକ ମାଡ଼ ମାରିବାରୁ ସୋମବାର ଛାତ୍ର ଦୁଇ ଜଣ ବିଦ୍ୟାଳୟରୁ ଲୁଚି ପଳାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଭୁବନେଶ୍ୱର ମଞ୍ଚେଶ୍ୱର ଏକ ଆବାସିକ ବିଦ୍ୟାଳୟରେ ଗତକାଲି ଜଣେ ଶିକ୍ଷକ କୈାଣସି କାରଣରୁ ୨ଜଣ ନାବାଳକ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଗତ ରାତିରେ ୨ଜଣ ନାବାଳକ ବିଦ୍ୟାଳୟରୁ ଲୁଚି ଭୁବନେଶ୍ୱର- ଭଦ୍ରକ ଡିଏମୟୁ ଟ୍ରେନରେ ପଳାଇଥିଲେ । ଜଣେ ଟ୍ରେନ ଯାତ୍ରୀ ଉଭୟଙ୍କୁ ପଚରାଉଚରା କରିବା ସହ ଉଦ୍ଧାର କରି ଯାଜପୁର ରୋଡ଼ ଆରପିଏଫକୁ ହସ୍ତାନ୍ତର କରିଥିଲେ ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories