ଭୁବନେଶ୍ବର : ଓଡିଶାରେ ଡ୍ରଗ୍ସ କାରବାରରେ ଲିପ୍ତ ଥିବା କିଙ୍ଗପିନ୍ ସେଖ୍ ରାଜା ସୋମବାର ଗିରଫ ହୋଇଛି। ରାଜାକୁ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛନ୍ତି। ଗିରଫ ରାଜା ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ କାର, ମୋବାଇଲ ଜବତ କରାଯାଇଛି। ରାଜାର ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି।
Popular Categories



