ଡେସ୍କ: ମଙ୍ଗଳବାର ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଆଇପିଏଲ ଟି-୨୦ ଫାଇନାଲ ମ୍ୟାଚ। ରୟାଲ ଚ୍ୟଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିଅମରେ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଆଜି ଉଭୟ ଦଳରେ କେଉଁ ଖେଳାଳି ଖେଳିବେ, ଜାଣନ୍ତୁ ତାର ସମ୍ଭାବିତ ତାଲିକା…
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୧. ଫିଲ ସ୍ଲଟ
୨. ବିରାଟ କୋହଲି
୩. ମୟଙ୍କ ଅଗ୍ରୱାଲ
୪. ରଜତ ପଟିଦାର (ଅଧିନାୟକ)
୫. ଲିଅମ ଲିଭିଂଷ୍ଟୋନ/ଟିମ ଡାଭିଡ
୬. ଜୀତେଶ ଶର୍ମା (ୱିକେଟ ରକ୍ଷକ)
୭. ରୋମାରିଓ ଶେଫର୍ଡ
୮. କୄନାଲ ପାଣ୍ଡ୍ୟା
୯. ଭୁବନେଶ୍ୱର କୁମାର
୧୦. ୟଶ ଦୟାଲ
୧୧. ଜୋଶ ହାଜ଼ଲେଉଡ଼
୧୨. ସୁୟାଶ ଶର୍ମା
ପଞ୍ଜାବ କିଙ୍ଗସ
୧. ପ୍ରିୟାଂଶ ଆର୍ଯ୍ୟ
୨. ପ୍ରଭସିମରନ ସିଂହ
୩. ଜୋଶ ଇଂଲିଶ (ୱିକେଟ ରକ୍ଷକ)
୪. ଶ୍ରେୟସ ଆୟାର (ଅଧିନାୟକ)
୫.ନେହଲ ୱାଧେରା
୬. ଶଶାଙ୍କ ସିଂହ
୭. ମାର୍କ୍ସ ଷ୍ଟୋନିସ
୮. ଯ଼ମାତୁଲ୍ଲାହ ଓମରଜାଇ
୯. ବିଜୟ କୁମାର ବ୍ୟଶକ
୧୦. କିଲ ଜାମିଏସନ
୧୧. ଅର୍ଶଦୀପ ସିଂହ
୧୨. ୟୁଜ଼ବେନ୍ଦ୍ର ଚହଲ/ହରପ୍ରୀତ ବ୍ରାର



