www.samajalive.in
Saturday, December 6, 2025
15.1 C
Bhubaneswar

ଦିଲ୍ଲୀ କ୍ୟାପିଟାଲ୍ସକୁ ହ୍ୟାଟ୍ରିକ୍ ବିଜୟ ପାଇଁ ୧୬୩ ରନର ଟାର୍ଗେଟ

ଆବୁଧାବି: ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୬୨ ରନ ସଂଗ୍ରହ କରିଥିଲା। ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ପ୍ରଥମ ବିଜୟ ଲକ୍ଷ ରଖିଥିବା ବେଳେ ଦିଲ୍ଲୀ ୧୬୩ ରନ କରି ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଓପନ କରିଥିଲେ । ଗୋଟିଏ ପଟେ  ଓ୍ବାର୍ଣ୍ଣର ଆକ୍ରମଣତ୍ମାକ ଷ୍ଟୋକ ଖେଳିଥିଲେ। ପ୍ରଥମେ ଡେଭିଡ ଓ୍ବାର୍ଣ୍ଣର (୪୫) ରନ ସଂଗ୍ରହ କରି ଆଉଟ ହୋଇଥିଲେ । ପରେ ମନିସ ପାଣ୍ଡେ ୩ ରନ କରି ଆଉଟ ହୋଇଥିବା ବେଳେ , ବେୟାରଷ୍ଟୋଙ୍କ ଓ  ଓ୍ବିଲିୟମସନ ପାରିକୁ ସମ୍ଭିଳିଥିଲେ। ବେୟାରଷ୍ଟୋଙ୍କ ୫୩ ଓ ଓ୍ବିଲିୟମସନ ୪୧ ରନ କରି ଆଉଟ ହୋଇଥିଲେ। ଅବଦୁଲ ସମାଦ ୧୨ ଓ ଅଭିଶେକ ଶର୍ମା ୧ ରନ କରିଥିଲେ।

- Advertisement -

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କାଗିସୋ ରାବେଡା ଓ ଅମିତ ମିଶ୍ରା ୨ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories