www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ଚେସ୍ ଦିବସ

୧୯୨୪ ଜୁଲାଇ ୨୦ରେ ଅନ୍ତର୍ଜାତୀୟ ଚେସ୍ ଫେଡେରସନ୍‌ ସ୍ଥାପିତ ହୋଇଥିଲା। ୟୁନେସ୍କୋ ପ୍ରଥମେ ଚେସ୍‌ ଦିବସ ପାଳନ କରିବାକୁ ସ୍ଥିର କରିବା ପରେ ୧୯୬୬ରୁ ଏହା ପାଳିତ ହୋଇଆସୁଛି। ଇଉରୋପରେ ଚେସ୍‌କୁ ବୁଦ୍ଧିଆଙ୍କ ଖେଳ ବୋଲି ବିବେଚନା କରାଯାଏ। ସେସବୁ ଦେଶରେ ବିଦ୍ୟାଳୟସ୍ତରରୁ ପିଲାଙ୍କୁ ଚେସ୍‌ ଶିଖିବା ତାଲିମ ଦିଆଯାଉଛି। ଋଣକୌଶଳ, ତୀକ୍ଷ୍ମ ବୁଦ୍ଧିର ଖେଳ ଭାବେ ପରିଚିତ ଚେସ୍‌ର ଆରମ୍ଭ ଭାରତରୁ ହୋଇଥିବାର ଗବେଷକଙ୍କ ମତ। ମାନସିକ ବୁଦ୍ଧିର ଏହି ଖେଳକୁ ବିଶ୍ବସ୍ତରରେ ୬୦ କୋଟିରୁ ଅଧିକ ଲୋକ ନିୟମିତ ଖେଳୁଥିବାର ଜଣାପଡ଼ିଛି। ୨୦୧୨ରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ବିଶ୍ବର ୭୦ ପ୍ରତିଶତ ଲୋକ ସେମାନଙ୍କ ଜୀବନକାଳରେ ଚେସ୍ ଖେଳିନାହାନ୍ତି। ବିଶ୍ବବାସୀଙ୍କୁ ଏହି ଖେଳ ବିଷୟରେ ଜଣାଇବା ପାଇଁ ଜୁଲାଇ ୨୦ରେ ‘ଅନ୍ତର୍ଜାତୀୟ ଚେସ୍ ଦିବସ’ ପାଳନ କରାଯାଉଛି। nn

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories