www.samajalive.in
Friday, December 12, 2025
14.1 C
Bhubaneswar

ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଇନଫୋସିସ୍‌

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି କମ୍ପାନୀ ଇନଫୋସିସ୍‌ ଲିମିଟେଡ୍ ଦେଶବ୍ୟାପୀ ଏହାର ସମସ୍ତ କର୍ମଚାରୀଙ୍କ କରୋନା ଟିକାକରଣ ବାବଦ ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ଇନଫୋସିସ୍‌ରେ ପ୍ରାୟ ୨ଲକ୍ଷ ୪୨ହଜାର କର୍ମଚାରୀ ଅଛନ୍ତି। ଏହା ସହିତ ଆଉଟସୋର୍ସିଂ ସେବା ପ୍ରଦାନକାରୀ କମ୍ପାନୀ ଆସେନଚୁଏର ଏହାର କମ୍ପାନୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ କହିଛି। ଆସେନଚୁଏର ଭାରତରେ ଦେଢ ଲକ୍ଷ କର୍ମଚାରୀ ଅଛନ୍ତି। ଦେଶର ଅନ୍ୟାନ୍ୟ କେତେକ କମ୍ପାନୀ ଯଥା ମହିନ୍ଦ୍ରା ଗ୍ରୁପ୍‌, ଆଇଟିସି ଲିମିଟେଡ ଆଦି ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ ବିଚାର କରୁଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories