www.samajalive.in
Sunday, December 14, 2025
23.1 C
Bhubaneswar

ଏକାଠି ଯୋଗ କଲେ ଭାରତ-ଚୀନ ସୈନିକ

ନୂଆଦିଲ୍ଲୀ : ଦ୍ୱିପାକ୍ଷିକ ଉତ୍ତେଜନାକୁ ଭୁଲି ଭାରତ ଓ ଚୀନ ସୈନିକ ଗୁରୁବାର ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏକତ୍ର ଯୋଗାଭ୍ୟାସ କରିଛନ୍ତି। ପୂର୍ବ ଲଦାଖର ଦୈଲତ ବେଗ ଓଲଡିର ବର୍ଡର ପର୍ସନେଲ ମିଟିଂ ପଏଣ୍ଟ (ବିଏମପି) ଉଭୟ ଦେଶର ସୈନିକ ଏକତ୍ର ଯୋଗାଭ୍ୟାସ କରିଥିଲେ। ମିଳିତ ଯୋଗାଭ୍ୟାସରେ ଲେପ୍ଟନାଣ୍ଟ କର୍ଣ୍ଣେଲ ଲି ମିଙ୍ଗ ଜୁଙ୍କ ନେତୃତ୍ୱରେ ପିପୁଲସ୍‍ ଲିବରେସନ ଆର୍ମି (ପିଏଲଏ)ର ୨୦ଜଣ ସଦସ୍ୟ ଭାଗ ନେଇଥିଲେ। ସେହିପରି ଭାରତର କର୍ଣ୍ଣେଲ ଅନିଲ ଶର୍ମାଙ୍କ ନେତୃତ୍ୱ ୧/୯ ଗୁର୍ଖା ରାଇଫଲସ ସୈନିକମାନେ ଭାଗ ନେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories