ଯାତ୍ରୀଙ୍କ ହୃଦଘାତ ଯୋଗୁଁ ବିମାନର ଜରୁରୀ ଅବତରଣ

0

ଭୋପାଳ: ଦିଲ୍ଲୀରୁ ପୁଣେ ଯିବା ସମୟରେ ଇଣ୍ଡିଗୋ ବିମାନ ମଧ୍ୟପ୍ରଦେଶ ଠାରେ ଜରୁରୀ ଅବତରଣ ହୋଇଥିଲା। ଏହି ବିମାନରେ ଜଣେ ଯାତ୍ରୀଙ୍କର ହଠାତ ହୃଦଘାତ ହୋଇଥିଲା। ଏଥିଯୋଗୁଁ ବିମାନକୁ ଭୋପାଳ ଠାରେ ଜରୁରୀ ଅବତରଣ କରାଯାଇଥିଲା। ଅବତରଣ କରିବାପରେ ଯାତ୍ରୀ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଜାନୁୟାରୀ ୨୪ ତାରିଖ ଦିନ ଏକ ଯାତ୍ରୀଙ୍କୁ ଠିକ ସମୟରେ ଅବତରଣ କରାନଯିବାରୁ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ପରିବାରଙ୍କର ଅଭିଯୋଗ ରହିଛି ଯେ, ଠିକ ସମୟରେ ଅମ୍ଳଜାନ ମିଳି ନଥିବାରୁ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା।

kalyan agarbati
Leave A Reply