www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଆମେରିକାରେ ସାହାସିକତା ପାଇଁ ମିଳିଲା ଶ୍ରେଷ୍ଠ ସମ୍ମାନ

ନ୍ୟୁୟର୍କ . – ଭାରତୀୟ ବଂଶୋଦ୍ଭବ ମହିଳା ମିନାଲ ପଟେଲ୍‌ ଡେଭିସ୍‌ଙ୍କୁ ତାଙ୍କ ସାହାସିକତା ଓ ଯୌନ ଉତ୍ପୀଡନ ବିରୋଧରେ ସଂଗ୍ରାମ ଯୋଗୁଁ ଆମେରିକାର ଶ୍ରେଷ୍ଠ ସମ୍ମାନ ମିଳିଛି ।  ହ୍ୱାଇଟ୍‌ହାଉସ୍‌ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମିନାଲଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରାଷ୍ଟପତି ପଦକ ପ୍ରଦାନ କରିଛନ୍ତି ।

ଏବେ ମିନାଲ ଆମେରିକା ହଷ୍ଟନର ମେୟରଙ୍କର ମାନବ ଚାଲାଣ ବିଷୟରେ ପରାମର୍ଶଦାତା ଅଛନ୍ତି । ନିକଟ ଅତୀତରେ ମିନାଲ ଭାରତ ଓ କାନାଡା ପରିଭ୍ରମଣରେ ଆସିବା ସହ ମାନବଚାଲାଣ ରୋକିବାପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ  ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

- Advertisement -

ମିନାଲଙ୍କ ପିତାମାତା  ଭାରତରୁ ଆମେରିକା ଯାଇଥିଲେ । ସେ ସହିଠାରେ ଜନ୍ମଗ୍ରହଣ କରିଥିଲେ । ଅନେକ ଦିନ ଧରି ସେ ଯୌନ ଉତ୍ପୀଡନ ଓ ମାନବ ଚାଲାଣ ବନ୍ଦ କରିବା ବିଷୟରେ କାମ କରି ଆସୁଛନ୍ତି ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories