www.samajalive.in
Friday, December 12, 2025
26.1 C
Bhubaneswar

ରାଫେଲ ଥିଲେ ବଲାକୋଟ ଏୟାର ଷ୍ଟ୍ରାଇକ ଫଳ କିଛି ଅଲଗା ହୋଇଥାନ୍ତା : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ଚୁକ୍ତିକୁ ନେଇ ଦେଶରେ ରାଜନୀତି ସରଗରମ ରହିଥିବାବେଳେ ବାୟୁ ସେନା ମୁଖ୍ୟ ଯୁଦ୍ଧ ସମୟରେ ରାଫେଲର ଆବଶ୍ୟକତାକୁ ପ୍ରକାଶ କରିଛନ୍ତି। ବାୟୁସେନା ମୁଖ୍ୟ ବି.ଏସ୍‍. ଧନୁଆଙ୍କ କହିବା ଅନୁସାରେ ଯଦି ରାଫେଲ ବିମାନ ବାୟୁସେନାରେ ଠିକ ସମୟରେ ସାମିଲ ହୋଇଥାନ୍ତା, ତେବେ ବାଲାକୋଟ ଏୟାର ଷ୍ଟ୍ରାଇକର ରୂପ କିଛି ଅଲଗା ହୋଇଥାନ୍ତା। ରାଫେଲ ବିମାନ ଯୋଡିହେବା ପରେ ଏହି ଆକ୍ରମଣ ଭାରତ ସପକ୍ଷରେ ଅଧିକ ହୋଇଥାନ୍ତ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।
ସୂଚନା ଅନୁସାରେ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ଆକ୍ରମଣରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ବହୁ ଆତଙ୍କବାଦୀ, ପ୍ରଶିକ୍ଷକ, କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଦ୍ୱାରା ଜମ୍ମୁ-କାଶ୍ମୀରର ପୁଲୱାମାରେ ୪୦ଜଣ ସିଆରପିଏଫ୍‍ ଯବାନ ସହିଦ ହୋଇଥିଲେ। ଯାହାର ପ୍ରତିଶୋଧରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories