ସମାଜ ଡିଜିଟାଲ ଡେସ୍କ: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ରେ ଟସ୍ ହାରିବା ପରେ ବ୍ୟାଟିଂ କରୁଛି ଭାରତ । ଅଷ୍ଟ୍ରେଲିଆ ଟିମ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦୁଇ ଓପନର ଶୁଭମନ ଗିଲ ଓ ଅଭିଷେକ ଶର୍ମା ବ୍ୟାଟିଂ କରୁଥିବା ବେଳେ ଏଯାବତ ୫ଓଭରରେ ୪୫ରନ କରିଛନ୍ତି । ପାଞ୍ଚ ଟିକିଆ ସିରିଜରେ ଉଭୟ ଦଳ ୧-୧ରେ ସିରିଜ ବରାବର କରିଛନ୍ତି । ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ବେଶ ସଂଘର୍ଷ କରିବେ ।
Popular Categories



