www.samajalive.in
Friday, December 12, 2025
17.1 C
Bhubaneswar

ବହୁପକ୍ଷୀୟ ସମ୍ପର୍କ ବୃଦ୍ଧି ଦିଗରେ ଭାରତ-ଆମେରିକା

ଭାରତ-ଆମେରିକା ଆର୍ଥିକ ଏବଂ ଅର୍ଥନୈତିକ ଭାଗିଦାରୀ ବୈଠକର ଅଷ୍ଟମ ପର୍ଯ୍ୟାୟ ମନ୍ତ୍ରିସ୍ତରୀୟ ଆଜି ୱାଶିଂଟନରେ ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକାର ଅର୍ଥମନ୍ତ୍ରୀ ଡକ୍ଟର ଜେନେଟ ଏଲେନ ଏହି ବୈଠକରେ ଯୋଗ ଦେଇଥିଲେ। ଆଲୋଚନା କାଳରେ ବୃହତ୍‍ ଆର୍ଥିକ ଦୃଷ୍ଟିକୋଣ, କୋଭିଡ ନାଇଣ୍ଟିନ୍‍ ମହାମାରୀରୁ ସୁରକ୍ଷା ଉପାୟ, ଉଭୟ ଦେଶ ମଧ୍ୟରେ ଆର୍ଥିକ ଏବଂ ଜ୍ଞାନକୌଶଳ ସହଯୋଗ, ବହୁପକ୍ଷୀୟ ସମ୍ପର୍କ, ଜଳବାୟୁ ସମସ୍ୟା ଏବଂ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ଉଭୟ ଦେଶ ମତ ଉପସ୍ଥାପନ କରିଛନ୍ତି। ଭାରତ ଏବଂ ଆମେରିକା ଆଗାମୀ ଦିନରେ ଆର୍ଥିକ ଏବଂ ବୈଷୟିକ ବିଷୟଗୁଡ଼ିକରେ ସହଯୋଗରେ କାର୍ଯ୍ୟ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories