ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଠାରେ ନବନିର୍ମିତ କାର୍ଯ୍ୟାଳୟକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ ଶୁଭ ଦଶହରା ଅବସରରେ ଉଦଘାଟନ କରିଛନ୍ତି। ୨୦୧୭ ମସିହାରେ ପଞ୍ଚାୟତ ପୁନର୍ଗଠନରେ ନୂଆ ପଞ୍ଚାୟତ ଗଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି, ଦିଜ୍ଵବର ରାଉତ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ ସରପଞ୍ଚଙ୍କ ସମେତ ଯୁବ ନେତା ମୁନ ବିଶ୍ଵାଳ ପ୍ରମୁଖ ଯୋଗଦାନ୍ କରିଥିଲେ।
Popular Categories



