www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କ ଟିମରେ ସାମିଲ ହେବେ ୩୩ ନୂଆ ମୁହଁ, ୬ ନମ୍ବରରେ ଅଶ୍ୱିନୀ ବୈଷ୍ଣବ

ଆଜି ସନ୍ଧ୍ୟାରେ ବହୁ ପ୍ରତିକ୍ଷିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି। ପୂର୍ବରୁ କାହାକୁ ମନ୍ତ୍ରୀପଦ ମିଳିବ ଓ କେଉଁ ନୂଆ ମୁହଁ ସାମିଲ ହେବେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ କିଛି ସମୟ ପୂର୍ବରୁ ମନ୍ତ୍ରୀ ହେବାକୁ ଥିବା ୪୩ ଜଣଙ୍କ ତାଲିକା ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ କାହାକୁ କ୍ୟାବିନେଟ ପାହ୍ୟା ମିଳିବ ତାହା ପରେ ଘୋଷଣା କରାଯିବ।

ଆଜି ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ୪୩ ଜଣ ହେଉଛନ୍ତି – ନାରାୟଣ ରାଣେ, ସର୍ବାନନ୍ଦ ସୋନଓ୍ୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରଣ ରିଜ୍ଜିଜୁ, ରାଜକୁମାର ସିଂ, ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡବୀୟ, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୁପାଲା, ଜି କିଶନ ରେଡ୍ଡୀ, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂଘ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରଣ୍ଡଳାଯେ, ଭାନୁପ୍ରତାପ ସିଂ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣ ସ୍ୱାମୀ, କୌଶଳ କିଶୋର, ଅଜୟ ଭଟ୍ଟ, ବି ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁ ସିଂ, ଭଗବନ୍ତ ଖୁବା, କପିଳ ପାଟିଲ, ସୁଶ୍ରୀ ପ୍ରତିମା ଭୌମିକ, ସୁଭାଷ ସରକାର, ଭଗୱତ କିଶନ ରାଓ କରାତ, ରାଜନ କୁମାର ରଞ୍ଜନ ସିଂ, ଭାରତୀ ପ୍ରବୀଣ ପାୱାର, ବିଶେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ର ଭାଇ, ଜନ ବାରଲା, ଏଲ ମୁରଗାନ ଏବଂ ନିଶିଥ ପ୍ରାମାଣିକ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories