www.samajalive.in
Monday, December 8, 2025
13.1 C
Bhubaneswar

ଏଫଆଇଏଚ୍ ମହିଳା ହକି ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କଲା ଭାରତ

ଡେସ୍କ: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍ ମହିଳା ହକି ପ୍ରୋ ଲିଗରେ ଭାରତ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ବିଜୟ ହାସଲ କରିଛି। ଖେଳର ପ୍ରଥମାର୍ଦ୍ଧ ପରେ ଉଭୟ ଦଳ ୦-୦ଗୋଲରେ ଆଗୁଆ ରହି ପରସ୍ପରର ଗୋଲ୍ ପ୍ରୟାସକୁ ବିଫଳ କରିଥିଲେ। ଭାରତ ପକ୍ଷରୁ ବନ୍ଦନା କଟାରିଆ ପ୍ରଥମ ଗୋଲ୍ ଦେଇଥିଲେ।

ଆଜି ସନ୍ଧ୍ୟା ୭.୩୦ ମିନିଟରେ ଭାରତୀୟ ମହିଳା ହକି ଦଳ ରାଉରକେଲାରେ ଆମେରିକାକୁ ଭେଟିବ। ଭାରତୀୟ ଦଳ ୨ଟି ବିଜୟ, ୫ ପରାଜୟ ଓ ମୋଟ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ନେଦରଲ୍ୟାଣ୍ଡ ୧୧ଟି ମ୍ୟାଚରେ ଅପରାଜିତ ରହି ଶୀର୍ଷରେ ରହିଛି ଏବଂ ୩୩ ପଏଣ୍ଟ ପାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories