www.samajalive.in
Sunday, December 14, 2025
23.1 C
Bhubaneswar

୨୪ ଘଣ୍ଟାରେ ୩୯୧ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଡେସ୍କ: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କୋଭିଡ ଡ୍ୟାସବୋର୍ଡରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୯୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୭୫୫କୁ ବୃଦ୍ଧି ପାଇଛି।

କେରଳରେ ସର୍ବାଧିକ ୧୨୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୮୦୬କୁ ବୃଦ୍ଧି ପାଇଛି।

- Advertisement -
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମୋଟ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ
ଆନ୍ଧ୍ରପ୍ରଦେଶ ୭୨ ୧୦
ଆସାମ
ବିହାର ୪୪
ଚଣ୍ଡିଗଡ  
ଛତିଶଗଡ଼ ୪୧ ୧୭
ଦିଲ୍ଲୀ ୬୬୫ ୭୩
ଗୋଆ
ଗୁଜୁରାଟ ୭୧୭ ୧୦୨ 
ହରିୟଣ ୮୭
ହିମାଚଳ ପ୍ରଦେଶ
ଜାମୁ କାଶ୍ମୀର
ଝାଡ଼ଖଣ୍ଡ
କର୍ଣ୍ଣାଟକ ୪୪୪
କେରଳ ୧୮୦୬ ୧୨୭
ମଧ୍ୟ ପ୍ରଦେଶ ୩୨
ମହାରାଷ୍ଟ୍ର ୫୭୭ ୨୯
ଓଡ଼ିଶା ୨୯
ପୁଡୁଚେରୀ ୧୩
ପଞ୍ଜାବ ୨୬
ରାଜସ୍ଥାନ ୧୦୮
ସିକ୍କିମ ୧୬
ତାମିଲନାଡୁ ୧୯୪ ୨୭
ତେଲେଙ୍ଗାନା  
ତ୍ରିପୁରା  
ଉତ୍ତରଖଣ୍ଡ  
ଉତ୍ତରପ୍ରଦେଶ ୨୦୮
ପଶ୍ଚିମବଂହ ୬୨୨ ୨୬
ମୋଟ ୫୭୫୫ ୩୯୧

ଗତ ୨୪ ଘଂଟାରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ୪ ମୃତ୍ୟୁ କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ହୋଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୫ ହଜାର ୪୮୪ ଲୋକ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories