www.samajalive.in
Monday, December 8, 2025
24.1 C
Bhubaneswar

ଇନ୍ଦୋରରେ ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଡେସ୍କ: ତିନି ମ୍ୟାଚ୍‌‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌‌ର ଆଦି ଦ୍ୱିତୀୟ ମ୍ୟାଚ୍‌‌ରେ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଆଫଗାନିସ୍ତାନକୁ ସାମ୍ନା କରିବ। ଇନ୍ଦୋରର ହୋଲ୍‌‌କର କ୍ରିକେଟ୍‌‌ ଷ୍ଟାଡିୟମ୍‌‌ରେ ଆଜି ଭାରତୀୟ ସମୟ ସନ୍ଧ୍ୟା ୭ଟା ବେଳେ ଏହି ମ୍ୟାଚ୍‌‌ ଖେଳାଯିବ। ପ୍ରଥମ ଥର ପାଇଁ ବିରାଟ କୋହଲି ଆଜି ଖେଳିବେ। ବ୍ୟକ୍ତିଗତ କାରଣ ଯୋଗୁଁ ସେ ପ୍ରଥମ ମ୍ୟାଚ୍‌‌ ଖେଳିପାରି ନ ଥିଲେ। ପ୍ରଥମ ମ୍ୟାଚ୍‌‌ରେ ଆଫଗାନିସ୍ତାନକୁ ୬ ୱିକେଟ୍‌‌ରେ ପରାସ୍ତ କରି ଭାରତ ୧-୦ରେ ଆଗୁଆ ଥିବା ବେଳେ ଆଜିର ମ୍ୟାଚ୍‌‌ ଜିତି ସିରିଜ୍‌‌ ବିଜୟୀ ହେବା ପାଇଁ ଚେଷ୍ଟା କରିବ।

ଇସ୍ରାଏଲର କଡା ଜବାବ, ବନ୍ଦ ହେବନି ଯୁଦ୍ଧ

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories