ଇସ୍ରାଏଲର କଡା ଜବାବ, ବନ୍ଦ ହେବନି ଯୁଦ୍ଧ

ଡେସ୍କ: ଆନ୍ତର୍ଜାତିକ ନ୍ୟାୟାଳୟ ଚାହିଁଲେ ମଧ୍ୟ ହମାସ ବିରୋଧରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିପାରିବେ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି। ଦକ୍ଷିଣ ଆଫ୍ରିକାର ଅନୁରୋଧ ଉପରେ ହେଗ ସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ ଶୁଣାଣି କରି ଇସ୍ରାଏଲ ସାମୁହିକ ନରସଂହାର କରୁଥିବା କହିଛନ୍ତି। ତେବେ ଇସ୍ରାଏଲ ଏହି ଅଭିଯୋଗକୁ ମିଥ୍ୟା ଏବଂ ନିନ୍ଦନୀୟ ବୋଲି କହିଛି। ଦକ୍ଷିଣ ଆଫ୍ରିକା ଇସ୍ରାଏଲକୁ ସ୍ଥଳଭାଗ ଓ ଆକାଶପଥରେ ଆକ୍ରମଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଆନ୍ତର୍ଜାତିକ ନ୍ୟାୟାଳୟକୁ … Continue reading ଇସ୍ରାଏଲର କଡା ଜବାବ, ବନ୍ଦ ହେବନି ଯୁଦ୍ଧ